ପାଚୀ Pāchī

  • ଦେ. ବି — ଔଷଧି ଲତାବିଶେଷ — A kind of medicinal creeper
  • ଦେ. ବି — [ଦ୍ର—ବୈଦ୍ୟକ ମତରେ ଏହା କଟୁ, ହୃଦ୍ୟ, ଉଷ୍ଣ ଓ କଷାୟ। ବାତଦୋଷ ଓ ଗ୍ରହଭୂତବିକାର— ନାଶୀ, ତ୍ୱକ୍ଦୋଷପ୍ରଶମକ, ବ୍ରଣରେ ହିତକର; (ରାଜ— ନିର୍ଘଣ୍ଟ)।]