ପାଚିକା Pāchikā

  • ସଂ. ବି. ସ୍ତ୍ରୀ—(ପାଚକ+ସ୍ତ୍ରୀ. ଆ) — ରାନ୍ଧୁଣୀ; ଯେଉଁ ସ୍ତ୍ରୀଲୋକ ପାକ କରେ; ରନ୍ଧନକାରିଣୀ — A female cook
  • ସଂ. ବିଣ. ସ୍ତ୍ରୀ — ପାଚକର ସ୍ତ୍ରୀଲିଙ୍ଗ — Feminine of Pāchaka