ପାଚିଆ Pāchia

  • ଦେ. ବି. (ସଂ. ପତ୍ର) — ବାଉଁଶ ପାତିଆ, ତାଳ ବା ଖଜୁରି ପତ୍ର, କାଇଁଶ ଆଦିରେ ବୁଣା ଛୋଟ ଟୋକେଇ; ବାଉଁଶିଆ — Small wicker work basket