ପାଚି Pāchi

  • ଦେ. ବି—(ସଂ. ପାକ) — ପାଳକ; ଭଲ ଫସଲ ଆମଦାନି ହେବାର ଅବସ୍ଥା — The state or season of a bumper crop
  • ଦେ. ବି—(ସଂ. ପାକ) — ଫସଲ — Crop; harvest