ପାଚେରୀ Pācherī

  • ଦେ. ବି—(ସଂ. ପ୍ରାଚୀର) — ବେଢ଼ା — Compound; rampart
  • ଦେ. ବି—(ସଂ. ପ୍ରାଚୀର) — ପ୍ରତିଶବ୍ଦ ଦେଲା ଦୁର୍ଗର ପାଚେରୀ. ରାଧାନାଥ. ନନ୍ଦିକେଶ୍ୱରୀ।
  • ଦେ. ବି—(ସଂ. ପ୍ରାଚୀର) — ମାଟି ପଥର ବା ଇଟା ନିର୍ମିତ ଉଚ୍ଚ କାନ୍ଥ — High wall
  • ଦେ. ବି—(ସଂ. ପ୍ରାଚୀର) — ଘର ଚାରିପାଖେ ପଡ଼ିଛି ପାଚେରୀ— କୃଷ୍ଣସିଂହ, ମହାଭାରତ, ସଭା।