ପାଏନ୍ Pāen
- ପ୍ରାଦେ. (ସମ୍ବଲପୁର)ବି—(ତୁଳ. ନଦୀ ସ୍ଥାନରେ ନଏଦ୍; ରାତି ସ୍ଥଳରେ ରାଏତ୍) — ପାଣି; ଜଳ — Water
- ପ୍ରାଦେ. (ସମ୍ବଲପୁର)ବି—(ତୁଳ. ନଦୀ ସ୍ଥାନରେ ନଏଦ୍; ରାତି ସ୍ଥଳରେ ରାଏତ୍) — (ମେଦିନୀପୁର; ତୁଳ. ବଂ. ପାଏନ୍)—ସୁନା ଝାଳିବା ପାଇଁ ବ୍ୟବହୃତ ମିଶା ଧାତୁର ପତଳା ପତ୍ର — Alloy used for joining two bits of gold