ପାଏଡ଼ା Pāeṟḍ̠ā

  • ଦେ. ବି. (ତୁଳ. ସଂ. ପାଦ ପୀଠ) — ଦେବତା ଓ ରାଜାମାନଙ୍କ ଗମନ କରିବା ବାଟରେ ବିଛାଯିବା ଲୁଗା — A cloth which is spread on the road on which great men pass and images of Deities are taken
  • ଦେ. ବି. (ତୁଳ. ସଂ. ପାଦ ପୀଠ) — କରିଛି ପାଏଡ଼ା ସବୁ ରଙ୍ଗ ପାଟରେ—ଦୀନକୃଷ୍ଣ, ରସକଲ୍ଲୋଳ।
  • ପ୍ରାଦେ. (ଗଡ଼ଜାତ)ବି — ଘୋଡ଼ା ଜିନ୍ର ରେକାବ — Stirrup