ପାଏନ୍ ବତା Paen-batā

  • ପ୍ରାଦେ. (ସମ୍ବଲପୁର)ବି — ଯେଉଁ ଲମ୍ବ ବତା ଚାଳର ଓଳି ବା ଶେଷ ଦାଢ଼ରେ ରୁଅ ମୁଣ୍ଡରେ ବନ୍ଧାଯାଏ; ପାଣି ବତା — A long split bamboo tied to the lower ends of the rafters of a thatched house
  • ପ୍ରାଦେ. (ସମ୍ବଲପୁର)ବି — [ଦ୍ର—ଖପରଲି ଘରେ ଉକ୍ତ ବତାରେ ଖପରାତଣ୍ଟିର ତଳପାଖ ଅଟକି ରହେ ଏବଂ ଚାଳ ଘରେ ଛଣର ଶେଷ ମୁଣ୍ଡ ତହିଁରେ ଲଇ ଦ୍ୱାରା ବନ୍ଧାଯାଏ।]