ପାଏବନ୍ଦ୍ Pāeband

  • ବୈଦେ. ବିଣ—(ଫା. ପାବନ୍ଦ୍=ଆବଦ୍ଧ; ଅସ୍ୱାଧୀନ) — (କୌଣସି କାର୍ଯ୍ୟରେ) ଏକାନ୍ତ ନିଯୁକ୍ତ — Busily engaged (in some work)
  • ବୈଦେ. ବିଣ—(ଫା. ପାବନ୍ଦ୍=ଆବଦ୍ଧ; ଅସ୍ୱାଧୀନ) — (ଯଥା—ମୁଁ ମକଦ୍ଦମା ପାଇଁ କଟକରେ 3 ଦିନ ପାଏବନ୍ଦ୍ ହେଲି) — (ଯଥା—ମୁଁ ମକଦ୍ଦମା ପାଇଁ କଟକରେ3ଦିନ ପାଏବନ୍ଦ୍ ହେଲି)
  • ବୈଦେ. ବିଣ—(ଫା. ପାବନ୍ଦ୍=ଆବଦ୍ଧ; ଅସ୍ୱାଧୀନ) — ଅସ୍ୱାଧୀନ; ନାଚାର; ବାଧ୍ୟ — Helpless; not free