ପାଏ ପଡ଼ିବା Pāe paṟḍ̠ibā

  • ଦେ. କ୍ରି. — ପାଦ ତଳେ ପଡ଼ିବା; ଗୋଡ଼ ତଳେ ପଡ଼ିବା — To fall prostrate at the feet of another
  • ଦେ. କ୍ରି. — ପାଏ ପଡ଼ି ଉଠି ଶିରେ କରପତ୍ର ଯୋଡ଼ି, ପ୍ରାଚୀ—ବ୍ରହ୍ମନିରୂପଣ ଗୀତା।