ପାଏଙ୍ଗ୍ Pāeṅg

  • ପ୍ରାଦେ. (ସମ୍ବଲପୁର) ବି — ବନ୍ୟଲତାବିଶେଷ — A wild creeper
  • ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଏହାର ପତ୍ରକୁ ଚାଉଳ ସଙ୍ଗେ ବାଟି ପିଠା କରନ୍ତି।]