ପର୍ଉଆର Par-uār

  • ବୈଦେ. ବି. (ଫା) — ପର୍ଉଆ (ଦେଖ) — Par-uā (See)
  • ବୈଦେ. ବି. (ଫା) — ଜୈନମାନଙ୍କ ବଂଶୋପାଧିବିଶେଷ — A family title of certain Jai̱nas
  • ବୈଦେ. ବିଣ. (ଫା. ପରବର୍= ପ୍ରତିପାଳକ) — ରକ୍ଷକ; ପ୍ରତିପାଳକ — One who protects
  • ବୈଦେ. ବିଣ. (ଫା. ପରବର୍= ପ୍ରତିପାଳକ) — (ଯଥା—ଗରୀବ ପରଉଆର୍)