ପର୍ଉଆନା Par-uānā
- ବୈଦେ. ବି. (କଚିରିଆ) (ଫା. ପର୍ବାନା) — ଆଦେଶପତ୍ର; ହୁକୁମନାମା — Order; writ
- ବୈଦେ. ବି. (କଚିରିଆ) (ଫା. ପର୍ବାନା) — ନୋଟିସ୍ — Notice; process
- ବୈଦେ. ବି. (କଚିରିଆ) (ଫା. ପର୍ବାନା) — ୱାରଣ୍ଟ — Warrant
- ବୈଦେ. ବି. (କଚିରିଆ) (ଫା. ପର୍ବାନା) — ଛାଡ଼ପତ୍ର — Permit; pass
- ବୈଦେ. ବି. (କଚିରିଆ) (ଫା. ପର୍ବାନା) — ସମନ — Summons