ପର୍ଉଆ କରିବା Par-uā karibā

  • ଦେ. କ୍ରି — ଭାବିତ ବା ଚିନ୍ତିତ ହେବା — To be anxious for
  • ଦେ. କ୍ରି — କୌଣସି ବିଷୟ ପାଇଁ ଚିନ୍ତା ବା ଭାବନା କରିବା — To think about
  • ଦେ. କ୍ରି — ଖାତିରି କରିବା — To care; to treat with regard