ପର୍ଛିତି Par-chhti

  • ଦେ. ବି. (ସଂ. ପରି+ଛତ୍ର) — ଚାରିପାଖେ ବୁଲାଯିବା ପାଚିରୀ — Compound wall
  • ଦେ. ବି. (ସଂ. ପରି+ଛତ୍ର) — ଯେଉଁ ମାଟିକାନ୍ଥର ପାଚିରି ଉପର ଛପର ହୋଇଥାଏ — Thatched compound wall of earth