ପର୍ଉଆ Par-uā

  • ବୈଦେ. ବି. (ଫା. ପର୍ବାହ୍) — ଭାବନା; ଚିନ୍ତା; ଉଦ୍ବେଗ — Anxiety; care
  • ବୈଦେ. ବି. (ଫା. ପର୍ବାହ୍) — ଦକ — Fear
  • ବୈଦେ. ବି. (ଫା. ପର୍ବାହ୍) — ଧ୍ୟାନ; ମନୋଯୋଗ — Attention