ପରୋପଜୀବୀ Paropajībī

  • ସଂ. ବିଣ. ପୁଂ. (ଉପପଦ ତତ୍ ପୁରୁଷ; ପର+ଉପଜୀବୀ) — ପରାନ୍ନରେ ପାଳିତ — Brought up at another's expense
  • ସଂ. ବିଣ. ପୁଂ. (ଉପପଦ ତତ୍ ପୁରୁଷ; ପର+ଉପଜୀବୀ) — ପରମୁଖାପେକ୍ଷୀ — Depending upon another