ପର୍କଟି Parkaṭi

  • ସଂ. ବି — ଜରୀଗଛ; ଏକଜାତୀୟ ଅଶ୍ୱତ୍ଥ ଗଛ — A kind of fig tree; Ficus Infectoria; the wave-leafed fig tree
  • ସଂ. ବି — [ଦ୍ର—ଏହି ଗଛ ପଶ୍ଚିମ ଭାରତରେ ବେଶି ଦେଖାଯାଏ।]
  • ସଂ. ବି — କଞ୍ଚାଗୁଆ — A fresh betel nut. (M.W.)