ପରିଚେୟ Paricheya

  • ସଂ. ବି. ପୁଂ—(ପରି+ ଚି ଧାତୁ+ କର୍ମ. ଯ) — ପରିଚୟର ଯୋଗ୍ୟ — Fit to be known
  • ସଂ. ବି. ପୁଂ—(ପରି+ ଚି ଧାତୁ+ କର୍ମ. ଯ) — ସବୁଆଡ଼ୁ ସଂଗୃହୀତ ହୋଇ ଗଦା କରାଯିବାର ଯୋଗ୍ୟ — To be collected all round or from every side (M.W.)