ପରିଚିତ Parichita

  • ସଂ. ବିଣ. ପୁଂ—(ପରି+ ଚି ଧାତୁ=ଏକତ୍ର କରିବା+ କର୍ମ. ତ) — ଜ୍ଞାତ — Known
  • ସଂ. ବିଣ. ପୁଂ—(ପରି+ ଚି ଧାତୁ=ଏକତ୍ର କରିବା+ କର୍ମ. ତ) — ଚିହ୍ନିତ — Recognised
  • ସଂ. ବିଣ. ପୁଂ—(ପରି+ ଚି ଧାତୁ=ଏକତ୍ର କରିବା+ କର୍ମ. ତ) — ଜଣା ଶୁଣା, ଯାହା ସଙ୍ଗେ ଆଳାପାଦି ଅଛି — Acquainted; well known
  • ସଂ. ବିଣ. ପୁଂ—(ପରି+ ଚି ଧାତୁ=ଏକତ୍ର କରିବା+ କର୍ମ. ତ) — ଗଦା କରା ଯାଇ ଥିବା — Heaped up; collected