ପରିଚ୍ଛଦ Parichchhada

  • ସଂ. ବି (ପରି= ସର୍ବତୋଭାବରେ+ ଛଦ୍ ଧାତୁ= ଆଚ୍ଛାଦନ କରିବା+ କର୍ମ. ଅ) — ବେଶ; ପୋଷାକ
  • ସଂ. ବି (ପରି= ସର୍ବତୋଭାବରେ+ ଛଦ୍ ଧାତୁ= ଆଚ୍ଛାଦନ କରିବା+ କର୍ମ. ଅ) — ପରିଜନ; କୁଟୁମ୍ବ — Relative
  • ସଂ. ବି (ପରି= ସର୍ବତୋଭାବରେ+ ଛଦ୍ ଧାତୁ= ଆଚ୍ଛାଦନ କରିବା+ କର୍ମ. ଅ) — ପିନ୍ଧିବା ଲୁଗା — Cloth used for wearing
  • ସଂ. ବି (ପରି= ସର୍ବତୋଭାବରେ+ ଛଦ୍ ଧାତୁ= ଆଚ୍ଛାଦନ କରିବା+ କର୍ମ. ଅ) — (ପରି+ ଛଦ୍ ଧାତୁ+ ଭାବ. ଅ)—ଆଚ୍ଛାଦନ; ଘୋଡ଼ଣି; ଆବରଣ — Covering
  • ସଂ. ବି (ପରି= ସର୍ବତୋଭାବରେ+ ଛଦ୍ ଧାତୁ= ଆଚ୍ଛାଦନ କରିବା+ କର୍ମ. ଅ) — ଯାନ ବାହନାଦି — Conveyance
  • ସଂ. ବି (ପରି= ସର୍ବତୋଭାବରେ+ ଛଦ୍ ଧାତୁ= ଆଚ୍ଛାଦନ କରିବା+ କର୍ମ. ଅ) — ଅସବାବ ପତ୍ର; ଚଳନ୍ତି ସମ୍ପତ୍ତି — Furnitures; fittings; goods and chattels
  • ସଂ. ବି (ପରି= ସର୍ବତୋଭାବରେ+ ଛଦ୍ ଧାତୁ= ଆଚ୍ଛାଦନ କରିବା+ କର୍ମ. ଅ) — ରାଜ ଚିହ୍ନ — Paraphernalia of royalty