ପରିଚ୍ଛନ୍ନ Parichchhanna
- ସଂ. ବିଣ. (ପରି+ ଛଦ୍ ଧାତୁ+ କର୍ମ. ତ) — ଆଚ୍ଛାଦିତ; ଆବୃତ — Covered
- ସଂ. ବିଣ. (ପରି+ ଛଦ୍ ଧାତୁ+ କର୍ମ. ତ) — ପରିଚ୍ଛଦଯୁକ୍ତ; ପୋଷାକ ପରିହିତ — Dressed
- ସଂ. ବିଣ. (ପରି+ ଛଦ୍ ଧାତୁ+ କର୍ମ. ତ) — ପରିଷ୍କୃତ — Cleansed
- ସଂ. ବିଣ. (ପରି+ ଛଦ୍ ଧାତୁ+ କର୍ମ. ତ) — ସଜ୍ଜିତ — Furnished; equipped
- ସଂ. ବିଣ. (ପରି+ ଛଦ୍ ଧାତୁ+ କର୍ମ. ତ) — ଅଳଂକୃତ — Adorned
- ସଂ. ବିଣ. (ପରି+ ଛଦ୍ ଧାତୁ+ କର୍ମ. ତ) — ଉତ୍ତମ — Good
- ସଂ. ବିଣ. (ପରି+ ଛଦ୍ ଧାତୁ+ କର୍ମ. ତ) — ଲୁକ୍କାୟିତ — Concealed; hidden
- ସଂ. ବିଣ. (ପରି+ ଛଦ୍ ଧାତୁ+ କର୍ମ. ତ) — ଛଦ୍ମ ବେଶ ଦ୍ୱାରା ଗୋପିତ — Disguised (M.W.)