ପରିଚାଳନ Parichāḻana

  • ସଂ. ବି. (ପରି+ଚଳ୍ ଧାତୁ ଣିଚ୍= ଚଳିବା+ ଭାବ. ଅନ) — ସମ୍ପାଦନ; ନିର୍ବାହ — Accomplishment
  • ସଂ. ବି. (ପରି+ଚଳ୍ ଧାତୁ ଣିଚ୍= ଚଳିବା+ ଭାବ. ଅନ) — ସଞ୍ଚାଳନ — Moving