ପରିଚାଳିତ Parichāḻita

  • ସଂ. ବିଣ.—(ପରି+ ଚଳ୍ ଧାତୁ ଣିଚ୍+ କର୍ମ. ତ) — ସମ୍ପାଦିତ; ନିର୍ବାହିତ — Accomplished; conducted
  • ସଂ. ବିଣ.—(ପରି+ ଚଳ୍ ଧାତୁ ଣିଚ୍+ କର୍ମ. ତ) — ଚାଳିତ — Moved