ପର ହିତ Para hita
- ସଂ. ବି. ( 6 ଷ୍ଠୀ ତତ୍; ପର+ହିତ) — ପରର ମଙ୍ଗଳ; ପରୋପକାର — The good of other people; benefit to others
- ସଂ. ବି. ( 6 ଷ୍ଠୀ ତତ୍; ପର+ହିତ) — [ ଦ୍ର—ଏଥିରୁ ପରହିତରତ, ପରହିତାନୁଷ୍ଠାନ, ପରହିତାନୁଷ୍ଠାତା, ପରହିତାନୁଷ୍ଠାତ୍ରୀ, ପରହିତାକାଙ୍କ୍ଷା, ପରହିତାକାଙ୍କ୍ଷୀ, ପରହିତା— କାଙ୍କ୍ଷିଣୀ, ପରହିତ ବ୍ରତ, ପରହିତୈଷଣା, ପରହିତୈଷୀ, ପର— ହିତୈଷିଣୀ, ପରହିତେଚ୍ଛୁ, ପରହିତେଚ୍ଛା, ପରହିତାଭିଳାଷ, ପରହିତା— ଭିଳାଷୀ, ପରହିତାଭିଳାଷିଣୀ, ପରହିତ ସାଧକ ଓ ପରହିତ ସାଧିକା ଆଦି ପଦ ନିଷ୍ପନ୍ନ ହୁଏ। ]