ପର ବ୍ରହ୍ମ Para brahma

  • ସଂ. ବି — ପରମେଶ୍ୱର; ପରଂବ୍ରହ୍ମ — God; the Supreme Spirit
  • ସଂ. ବି — ପଂରବ୍ରହ୍ମ ପ୍ରତିପାଦକ ଉପନିଷଦ୍ବିଶେଷ — A Bedānta treatise treating of the all-pervading Essence of the universe as God