ପରକଳା Parakaḻā

  • ବୈଦେ. ବି. (ଫା. ପରକାଲା; ପର୍ଗାଲହ୍) — ଡାକସାଜ ମଝିରେ ଦିଆଯିବା ଆରସି ବା କ୍ଷୁଦ୍ର କାଚଖଣ୍ଡ — Small bits of mirror or glass set in finery
  • ବୈଦେ. ବି. (ଫା. ପରକାଲା; ପର୍ଗାଲହ୍) — ଟିକି କାଚଖଣ୍ଡ — Small bit of glass