ପର ଭାଗ Para bhāga

  • ସଂ. ବି — (କର୍ମଧା; ପର+ଭାଗ)—ଶ୍ରେଷ୍ଠାଂଶ — Chief part
  • ସଂ. ବି — ଉତ୍କର୍ଷ — Excellence; pre-eminence
  • ସଂ. ବି — ପରବର୍ତ୍ତୀ ଅଂଶ — Next part
  • ସଂ. ବି — ଉତ୍ତରାଂଶ; ଶେଷଭାଗ — Last part; latter part
  • ସଂ. ବି — ( 6 ଷ୍ଠୀ ତତ୍)—ଅନ୍ୟ ବ୍ୟକ୍ତିର ଅଂଶ — (6ଷ୍ଠୀ ତତ୍)—ଅନ୍ୟ ବ୍ୟକ୍ତିର ଅଂଶ— . The portion of another