ପରକଟ Parakaṭa

  • ଗ୍ରା. (ପଦ୍ୟ) ବିଣ. (ସଂ. ପ୍ରକଟ) — ପ୍ରକଟିତ; ବିଖ୍ୟାତ; ଖ୍ୟାତ — Known; celebrated
  • ଗ୍ରା. (ପଦ୍ୟ) ବିଣ. (ସଂ. ପ୍ରକଟ) — ବ୍ରହ୍ମସର ବୋଲି ତା ନାମ ପରକଟ। କୃଷ୍ଣସିଂହ, ମହାଭାରତ. ବନ।