ପର ହସ୍ତ Para hasta

  • ସଂ. ବି— (ପର+ହସ୍ତ) — ଅନ୍ୟବ୍ୟକ୍ତିର ହାତ — The hand of another person
  • ସଂ. ବି— (ପର+ହସ୍ତ) — ଅନ୍ୟ ବ୍ୟକ୍ତିର ଅଧିକାର; ଅନ୍ୟ ବ୍ୟକ୍ତିର ଜିମାଦାରି — The control or custody of another person