ପଚା ଘା Pachā ghā

  • ଦେ. ବି. — ଯେଉଁ ଘା ଅନେକଦିନ ପର୍ଯ୍ୟନ୍ତ ନ ଶୁଖି ଦୂଷିତ ହୋଇଯାଇଥାଏ ଏବଂ ଯାହାର ନିକଟସ୍ଥ ମାଂସଆଦି ସଢ଼ି ଯାଇଥାଏ — Gangrene; mortification