ପଚା ପ୍ରବନ୍ଧ Pachā prabandha

  • ଦେ. ବି. (ସଂ. ପକ୍ୱ+ପ୍ରବନ୍ଧ) — ଉତ୍କୃଷ୍ଟ ରୀତି ବା ପଦ୍ଧତି — Excellent mode or arrangement
  • ଦେ. ବି. (ସଂ. ପକ୍ୱ+ପ୍ରବନ୍ଧ) — ଯେତେ ବୋଲ ପଚା ପ୍ରବନ୍ଧେ କୁମାରୀ ରଖିଲେ ବିବିଧ ବେଶ। ପ୍ରାଚୀ ରହସ୍ୟମଞ୍ଜରୀ।