ପଚାଇବା Pachāibā
- ଦେ. କ୍ରି. (ସଂ. ପଚ୍ ଧାତୁ ଣିଜନ୍ତ) — (ପାଚିବାର ଣିଜନ୍ତ) ପକ୍ୱ କରାଇବା — To cause to ripen
- ଦେ. କ୍ରି. (ସଂ. ପଚ୍ ଧାତୁ ଣିଜନ୍ତ) — (ଲକ୍ଷଣାର୍ଥ) ଫଳରେ ପରିଣତ କରାଇବା — (fig) To cause to be effected
- ଦେ. କ୍ରି. (ସଂ. ପଚ୍ ଧାତୁ ଣିଜନ୍ତ) — ମୋ ସୁକୃତ ଫଳ ପଚାଇ—କବିସୂର୍ଯ୍ୟ, ସଙ୍ଗୀତ।
- ଦେ. କ୍ରି. (ସଂ. ପଚ୍ ଧାତୁ ଣିଜନ୍ତ) — ('ପଚିବା'ର ଣିଜନ୍ତ) ସଢ଼ାଇବା — To cause to rot; to promote putrefaction
- ଦେ. କ୍ରି. (ସଂ. ପଚ୍ ଧାତୁ ଣିଜନ୍ତ) — ('ପାଚିବା'ର ଣିଜନ୍ତ)—ରଞ୍ଜିତ କରିବା — To dye
- ଦେ. କ୍ରି. (ସଂ. ପଚ୍ ଧାତୁ ଣିଜନ୍ତ) — ଲାକ୍ଷାତିଞ୍ଚା ରସେ ପଚାଇଛି ଦନ୍ତ-ରାଜି। ଭଞ୍ଜ, ଲାବଣ୍ୟବତୀ।
- ଦେ. କ୍ରି. (ସଂ. ପଚ୍ ଧାତୁ ଣିଜନ୍ତ) — ଲୁହାକୁ ନିଆଁରେ ନାଲି କରିବା — To redden a piece of iron by fire
- ଦେ. କ୍ରି. (ସଂ. ପଚ୍ ଧାତୁ ଣିଜନ୍ତ) — କଉଡ଼ି ଓ ପଶାଖେଳରେ ଖେଳାଳିର ଦାନ ପକାଇବାଦ୍ୱାରା ଆପଣାର ସାର ପାଚିବାର ଉପାୟ କରିବା — To cause one's bits to pass the ring in a game of dice or cowries
- ଦେ. କ୍ରି. (ସଂ. ପଚ୍ ଧାତୁ ଣିଜନ୍ତ) — ହେମ ପଶାସାର ପଲ୍ଲବ ପାଲିରେ ପଚାଇବା ରୀତି ଶିଖାଇଲୁ। କବିସୂର୍ଯ୍ୟ, ସଙ୍ଗୀତ।
- ଦେ. କ୍ରି. (ସଂ. ପଚ୍ ଧାତୁ ଣିଜନ୍ତ) — ଶରୀରକୁ ଦରଜ କରାଇବା — To cause the body to be painful
- ପ୍ରାଦେ. (ସମ୍ବଲପୁର) କ୍ରି — ଗୋଡ଼ ହାତଆଦି ଘଷିବା — To massage
- ପ୍ରାଦେ. (ସମ୍ବଲପୁର) କ୍ରି — ଗରିଆ ଉପରେ ଗୋଡ଼ଟା ରଖା ପଚାଇ ପଚାଇ ହଳଦି ମଖା। ଢଗ।