ପଚାରିବା Pachāribā

  • ଦେ. କ୍ରି. (ସଂ. ପ୍ରଚ୍ଛ୍ ଧାତୁ) — ପ୍ରଶ୍ନ କରିବା — To question; to ask
  • ଦେ. କ୍ରି. (ସଂ. ପ୍ରଚ୍ଛ୍ ଧାତୁ) — ପଚାରିବଟି କଟି କୁଶାନୁରେ। କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. କ୍ରି. (ସଂ. ପ୍ରଚ୍ଛ୍ ଧାତୁ) — ତତ୍ତ୍ୱ ନେବା — To enquire; to make enquiries
  • ଦେ. କ୍ରି. (ସଂ. ପ୍ରଚ୍ଛ୍ ଧାତୁ) — ଗୋ ପ୍ରିୟ ସହି, ବିଚାରିଲେ ପଚାରିଲେ ନାହିଁ। ଗୋଲକ. ଇନ୍ଦୁରେଖା।