ପଚରାଇବା Pacharāibā

  • ଦେ. କ୍ରି — ପଚାରିବାର ଣିଜନ୍ତରୂପ — Causative form of Pachāribā
  • ଦେ. କ୍ରି — ଏମାନେ କୁଶଳରେ ଥାଇଣ ତୁମ୍ଭକୁ ପଚରାଇଛନ୍ତିଟି ଜାଣ କୁଶଳକୁ—କୃଷ୍ଣସିଂହ, ମହାଭାରତ, ବନ।