ପଚରା ମାରିବା Pacharā māribā

  • ଦେ. କ୍ରି — ପଚରାଦ୍ୱାରା କାନ୍ଥ ଆଦିରେ ଚୂନପାଣି ବୋଳିବା — To whitewash a wall with a brush made of jute fibres
  • ଦେ. କ୍ରି — ଶଗଡ଼ର ପୁଟୀ ସଙ୍ଗେ ଅରକୁ ଖିଲଦ୍ୱାରା ଦୃଢ଼— ଭାବରେ ସଂଲଗ୍ନ କରିବା — To tightly set a pin to the rim of a wheel by means of a peg