ନିହ୍ନବ Nihnaba
- ସଂ. ବି. (ନି+ହ୍ନ ଧାତୁ=ସତ୍ୟ ଗୋପନ କରିବା+ଭାବ ଅ) କୌଣସି ବିଷୟ ଗୋପନ କରିବା — Concealment of a fact
- ସଂ. ବି. (ନି+ହ୍ନ ଧାତୁ=ସତ୍ୟ ଗୋପନ କରିବା+ଭାବ ଅ) ଅପହ୍ନୁତି; ଅସ୍ୱୀକାର — Denial
- ସଂ. ବି. (ନି+ହ୍ନ ଧାତୁ=ସତ୍ୟ ଗୋପନ କରିବା+ଭାବ ଅ) ଅବିଶ୍ୱାସ — Mistrust; distrust
- ସଂ. ବି. (ନି+ହ୍ନ ଧାତୁ=ସତ୍ୟ ଗୋପନ କରିବା+ଭାବ ଅ) କ୍ରୂରତା — Wickedness
- ସଂ. ବି. (ନି+ହ୍ନ ଧାତୁ=ସତ୍ୟ ଗୋପନ କରିବା+ଭାବ ଅ) ବଞ୍ଚନା — Deception
- ସଂ. ବି. (ନି+ହ୍ନ ଧାତୁ=ସତ୍ୟ ଗୋପନ କରିବା+ଭାବ ଅ) ବକ୍ରବାଦ — Prevarication; insinuation, innuendo
- ସଂ. ବି. (ନି+ହ୍ନ ଧାତୁ=ସତ୍ୟ ଗୋପନ କରିବା+ଭାବ ଅ) ଶୁଦ୍ଧ; ପବିତ୍ରତା (ହି. ଶ.) — Purity