ନିହ୍ନୁତି Nihnuti

  • ସଂ. ବି. (ନି+ହ୍ନୁ ଧାତୁ+ଭାବ. ତି) — ନିହ୍ନବ; ଗୋପନ— କରଣ — Concealment of a fact
  • ସଂ. ବି. (ନି+ହ୍ନୁ ଧାତୁ+ଭାବ. ତି) — ଅସ୍ୱୀକାର — Denial
  • ସଂ. ବି. (ନି+ହ୍ନୁ ଧାତୁ+ଭାବ. ତି) — ଅବିଶ୍ୱାସ — Mistrust