ନିହ୍ନୁବାନ Nihnubāna

  • ସଂ. ବିଣ. ପୁଂ. (ନି+ହ୍ନୁ ଧାତୁ+କର୍ତ୍ତୃ. ଆନ) — ଅପହ୍ନବକାରୀ; ଅସ୍ୱୀକାରକାରୀ — Denying
  • ସଂ. ବିଣ. ପୁଂ. (ନି+ହ୍ନୁ ଧାତୁ+କର୍ତ୍ତୃ. ଆନ) — ବକ୍ରୋକ୍ତିକାରୀ — Insinuating; evasive