ନିହିଲିଷ୍ଟ୍ Nihilishṭ
- ବୈଦେ. ବି. (ଇଂ; ଲାଟିନ୍. ନିଲ୍=କିଛି ନୁହେଁ) — ଆଧୁନିକ ସମାଜକୁ ସମୂଳ ବିନାଶ ସାଧନକାରୀ ରୁଷିଆର ରାଜନୀତିକ ଦଳବିଶେଷ — Nihilist; a revolutionary socialistic party in Russia aiming at the overthrow of all the existing institutions in society
- ବୈଦେ. ବି. (ଇଂ; ଲାଟିନ୍. ନିଲ୍=କିଛି ନୁହେଁ) — [ଦ୍ର—ଏମାନଙ୍କ ପ୍ରଚାରିତ ବାଦକୁ — Nihilismନିହିଲିଜ୍ମ୍ ବୋଲାଯଏ ]