ନିହେତାଲ୍ Nihetāl

  • ପ୍ରାଦେ. (ସମ୍ବଲପୁର) ବାକ୍ୟ — ଏତେବେଳ ପର୍ଯ୍ୟନ୍ତ ନୁହେଁ; ଏତାବତ୍କାଳ ପର୍ଯ୍ୟନ୍ତ ନୁହେଁ — Not up to this time; not yet
  • ପ୍ରାଦେ. (ସମ୍ବଲପୁର) ବାକ୍ୟ — (ଯଥା—ସେ ନିହେତାଲ୍ ଦେଖବାକେ=ସେ ଏତେ ବେଳଯାକେ ଦେଖାଯାଉ ନାହାନ୍ତି।)