ନିହ୍ନୁତ Nihnuta

  • ସଂ. ବିଣ. (ନି+ହ୍ନୁ ଧାତୁ+କର୍ମ. ତ) — ଅସ୍ୱୀକୃତ — Denied
  • ସଂ. ବିଣ. (ନି+ହ୍ନୁ ଧାତୁ+କର୍ମ. ତ) — ଗୋପିତ; ଅପ୍ରକାଶିତ — Kept secret
  • ସଂ. ବିଣ. (ନି+ହ୍ନୁ ଧାତୁ+କର୍ମ. ତ) — ଲୁକ୍କାୟିତ — Concealed