ନିହିତ Nihita

  • ସଂ. ବିଣ.—(ନି+ଧା ଧାତୁ=ଧାରଣ କରିବା+କର୍ମ. ତ) — ସ୍ଥାପିତ — Placed; laid
  • ସଂ. ବିଣ.—(ନି+ଧା ଧାତୁ=ଧାରଣ କରିବା+କର୍ମ. ତ) — ଅର୍ପିତ — Deposited; entrusted to; delivered
  • ସଂ. ବିଣ.—(ନି+ଧା ଧାତୁ=ଧାରଣ କରିବା+କର୍ମ. ତ) — ଗୁପ୍ତ — Private; secluded
  • ସଂ. ବିଣ.—(ନି+ଧା ଧାତୁ=ଧାରଣ କରିବା+କର୍ମ. ତ) — ନିକ୍ଷିପ୍ତ — Cast away
  • ସଂ. ବିଣ.—(ନି+ଧା ଧାତୁ=ଧାରଣ କରିବା+କର୍ମ. ତ) — କୃତ — Performed
  • ସଂ. ବିଣ.—(ନି+ଧା ଧାତୁ=ଧାରଣ କରିବା+କର୍ମ. ତ) — ସମାପ୍ତ — Finished
  • ସଂ. ବିଣ.—(ନି+ଧା ଧାତୁ=ଧାରଣ କରିବା+କର୍ମ. ତ) — ପ୍ରଦତ୍ତ — Bestowed on; given unto
  • ସଂ. ବିଣ.—(ନି+ଧା ଧାତୁ=ଧାରଣ କରିବା+କର୍ମ. ତ) — ଅଭିହିତ — Named; said; denominated