ନିହିବା Nihibā

  • ଦେ. (ପଦ୍ୟ) କ୍ରି.—(ସଂ. ନି+ଧା ଧାତୁ; ନିହିତ) — ସ୍ଥାପନ କରିବା — To place
  • ଦେ. (ପଦ୍ୟ) କ୍ରି.—(ସଂ. ନି+ଧା ଧାତୁ; ନିହିତ) — ଦେବାଦେଶ ମତେ ମୁହିଁ ତାଙ୍କ ପାଶେ ଯାଇ ଆଣି, ହେ ପାଣ୍ଡବରାଣ. ନିହିବି ଉତ୍କଳେ। ରାଧାନାଥ, ମହାଯାତ୍ରା।