ନିହାର କର Nihāra kara

  • ସଂ. ବି.—(ବହୁବ୍ରୀହି; ନିହାର+କର) — ଚନ୍ଦ୍ର — The moon
  • ସଂ. ବି.—(ବହୁବ୍ରୀହି; ନିହାର+କର) — ଓଷ୍ଠେ ସୁଧା ସୁନେହାର ଥାଉଁ ଅମରେ ନିହାର କର କରନ୍ତି ଆହାର ତାଙ୍କୁ ଜୁହାର ଭଞ୍ଜ, ପ୍ରେମସୁଧାନିଧି