ନିହାରିକା Nihārikā

  • ସଂ. ବି. (ନିହାର+କ+ସ୍ତ୍ରୀ. ଆ; ନିହାର ବା କୁହୁଡ଼ି ପରି ଆଖିକୁ ଦେଖା ଯିବାରୁ) — ଆକାଶରେ ଥିବା ଏକ ପ୍ରକାର କ୍ଷୀଣାଲୋକବିଶିଷ୍ଟ କ୍ଷୁଦ୍ର ଜ୍ୟୋତିଷ୍କପୁଞ୍ଜ — Nebula