ନିହାର Nihara
- ସଂ. ବି. (ନି+ହୃ ଧାତୁ+କର୍ତ୍ତୃ. ଅ) — କାକର — Dew
- ସଂ. ବି. (ନି+ହୃ ଧାତୁ+କର୍ତ୍ତୃ. ଅ) — ତୁଷାର; ବରଫ — Snow; ice
- ସଂ. ବି. (ନି+ହୃ ଧାତୁ+କର୍ତ୍ତୃ. ଅ) — କୁହୁଡ଼ି (ହି. ଶ.) — Fog
- ସଂ. ବି. (ନି+ହୃ ଧାତୁ+କର୍ତ୍ତୃ. ଅ) — ଯେରୂପେ ନିହାରେ ଆବୃତ ହୋଏ ସୂର୍ଯ୍ୟ, ସେ ରୂପରେ ସେ ଶରେ ହୋଇଲେ ଆଚାର୍ଯ୍ୟ। କୃଷ୍ଣସିଂହ. ମହାଭରତ ବିରାଟ।