ନିସତ୍ୱ Nisatwa

  • ଦେ. ବିଣ. (ସଂ. ନିଃସତ୍ୱ) — ସତ୍ୱ ବା ସାରହୀନ; ଅସାର — Marrowless; unsubstantial
  • ଦେ. ବିଣ. (ସଂ. ନିଃସତ୍ୱ) — ଏ କୁଳେ ନାହିଁ ବଳହୀନ, ନିସତ୍ୱ କୃପଣ ଜୀବନ। ଜଗନ୍ନାଥ, ଭାଗବତ।
  • ଦେ. ବିଣ. (ସଂ. ନିଃସତ୍ୱ) — (କଚିରିଆ) ସଂ. ନିଃସତ୍ୱ) ନିଃସତ୍ୱବାନ୍ (ଦେଖ) — Niḥsatwabān (See)