ନିଃସତ୍ୱ, ନିଃସତ୍ତ୍ୱ Niḥsatwa(ttwa)

  • ସଂ. ବିଣ. (ବହୁବ୍ରୀହି; ନିର୍+ସତ୍ୱ) — ସାରହୀନ — Unsubstantial
  • ସଂ. ବିଣ. (ବହୁବ୍ରୀହି; ନିର୍+ସତ୍ୱ) — ସାହସହୀନ — Wanting in courage
  • ସଂ. ବିଣ. (ବହୁବ୍ରୀହି; ନିର୍+ସତ୍ୱ) — ଦୁର୍ବଳ — Weak
  • ସଂ. ବିଣ. (ବହୁବ୍ରୀହି; ନିର୍+ସତ୍ୱ) — ବଳହୀନ; ଅସମର୍ଥ — Powerless; importent
  • ସଂ. ବିଣ. (ବହୁବ୍ରୀହି; ନିର୍+ସତ୍ୱ) — ପ୍ରାଣିଶୂନ୍ୟ — Destitute of animate beings
  • ସଂ. ବିଣ. (ବହୁବ୍ରୀହି; ନିର୍+ସତ୍ୱ) — ହୀନ — Wretched; miserable (M.W.)
  • ସଂ. ବିଣ. (ବହୁବ୍ରୀହି; ନିର୍+ସତ୍ୱ) — ତେଜୋହୀନ — Unenergetic (M.W.)
  • ସଂ. ବିଣ. (ବହୁବ୍ରୀହି; ନିର୍+ସତ୍ୱ) — ନୀଚ — Mean; low (M.W.)
  • ସଂ. ବିଣ. (ବହୁବ୍ରୀହି; ନିର୍+ସତ୍ୱ) — ହେୟ — Insignificant (M.W.)
  • ସଂ. ବି — ତେଜୋହୀନତା; ଶକ୍ତିହୀନତା — Want of energy or power (M.W.)
  • ସଂ. ବି — ହେୟତା — Insignificance (M.W.)
  • ସଂ. ବି — ଅନସ୍ତିତ୍ୱ — Non existence (M.W.)