ନିଃସନ୍ଦେହ Niḥsandeha
- ସଂ. ବିଣ. (ବହୁବ୍ରୀହି, ନିର୍=ନାହିଁ+ସନ୍ଦେହ) — ନିଶ୍ଚିତ — Certain
- ସଂ. ବିଣ. (ବହୁବ୍ରୀହି, ନିର୍=ନାହିଁ+ସନ୍ଦେହ) — ସୁସ୍ପଷ୍ଟ — Very clear
- ସଂ. ବିଣ. (ବହୁବ୍ରୀହି, ନିର୍=ନାହିଁ+ସନ୍ଦେହ) — ସନ୍ଦେହ ରହିତ — Indubitable; undoubted; doubtless
- ସଂ. ବିଣ. (ବହୁବ୍ରୀହି, ନିର୍=ନାହିଁ+ସନ୍ଦେହ) — (ପୁଂ.) ଯାହା ମନରୁ ସନ୍ଦେହ ଦୂର ହୋଇଅଛି — Freed from doubt